Daily Archives: November 6, 2019

Firing in Brajrajnagar

ବ୍ରଜରାଜନଗରରେ ମଙ୍ଗଳବାର ରାତି ସାଢ଼େ ୮ଟାରେ ପୁଣି ଥରେ ଗୁଳି ଫୁଟିଛି। ଏଥିରେ ମଣ୍ଟୁ ଘୋଷ(୩୦) ନାମରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବ୍ରଜରାଜନଗର ମୁଖ୍ୟ ବଜାରରେ ଥିବା ଏକ ଜଳଖିଆ ଦୋକାନ ଲକ୍ଷ୍ମୀ କ୍ୟାବରେ ଏହି ଗୁଳିକାଣ୍ଡ ଘଟିଛି। ଜଳଖିଆ ଦୋକାନର କାଉଣ୍ଟରରେ ଛିଡ଼ା ହୋଇଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ଦୁଇ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଲୋକେ କହୁଥିବା ବେଳେ ଘଟଣାସ୍ଥଳରେ ଗୋଟିଏ ଖୋକା ପଡ଼ିଥିବା ଦେଖା ଯାଇଛି। ମଣ୍ଟୁର ମୁଣ୍ଡରେ